ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ: ୫ ଅସୁସ୍ଥ, ଜଣେ ଗୁରୁତର

ଭୁବନେଶ୍ବର: ବୁଧବାର ଠାରୁ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଦିନ ଅହୋରାତ୍ର ଧାରଣା ଦେବା ପରେ ଗତକାଲିଠାରୁ ସେମାନେ ଆନ୍ଦୋଳନକୁ ଜୋର୍‌ଦାର୍‌ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ପ୍ରଥମ ଦିନରେ ୫ ଜଣ ଏଏନ୍ଏମ୍ ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକର ସସ୍ମିତା ପାଢ଼ୀ(୨୨)ଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅନଶନସ୍ଥଳରେ ଅସୁସ୍ଥ ହୋଇପଡ଼ିଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ପୁଲିସ … Continue reading ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ: ୫ ଅସୁସ୍ଥ, ଜଣେ ଗୁରୁତର